.
Monday, December 23, 2024
Homeରାଜ୍ୟଓଡିଶା ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ , ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଓଡିଶା ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ , ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

sambhava news:8.30p.m.୧୫/୦୬/୨୦୨୪:(ଏସ.ଏନ.ଏସ.): ମନ୍ତ୍ରୀମାନଙ୍କୁ ଆଜି ବିଭାଗ ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ୧୨ ତାରିଖରେ ଶପଥ ଗ୍ରହଣ ଉତ୍ସବ ପାଳିତ ହୋଇଥିବାବେଳେ ୧୫ ରେ ବିଭାଗ ବଣ୍ଟନ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କ ମୋହରକୁ ଅପେକ୍ଷା କରାଯାଇଛି । ଆସନ୍ତୁ ଜାଣିବା କିଏ କେଉଁ ବିଭାଗ ପାଇଛନ୍ତି ।

ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ : ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସମ୍ପଦ, ଯୋଜନା ଓ ସମନ୍ୱୟ, (ଆବଣ୍ଟିତ ନ ହୋଇଥିବା ଅନ୍ୟ ବିଭାଗ )

ଉପମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହ ଦେଓ : କୃଷି ଓ କୃଷକ ଶସକ୍ତକରଣ ଓ ଶକ୍ତି
୨) ପ୍ରଭାତୀ ପରିଡା : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ


୧) କନକ ବର୍ଦ୍ଧନ ସିଂହ ଦେଓ : କୃଷି ଓ କୃଷକ ଶସକ୍ତକରଣ ଓ ଶକ୍ତି
୨) ପ୍ରଭାତୀ ପରିଡା : ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ

କ୍ୟାବିନେଟ ମନ୍ତ୍ରୀ
୧) ସୁରେଶ ପୂଜାରୀ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୨) ରବି ନାରାୟଣ ନାୟକ : ଗ୍ରାମ ଉନ୍ନୟନ , ପଞ୍ଚାୟତ ଓ ପାନୀୟ ଜଳ
୩) ନିତ୍ୟାନନ୍ଦ ଗଣ୍ଡ : ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ଶସକ୍ତକରଣ
୪) କୃଷ୍ଣଚନ୍ଦ୍ର ପାତ୍ର : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ
୫) ପୃଥ୍ୱୀରାଜ ହରିଚନ୍ଦନ : ଆଇନ, ପୁତ୍ତ ଓ ଅବକାରୀ
୬) ଡ଼.ମୁକେଶ ମହାଲିଙ୍ଗ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷିୟକ
୭) ବିଭୁତି ଭୁଷଣ ଜେନା : ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି
୮) ଡ଼.କୃଷ୍ଣଚନ୍ଦ୍ର ମହାପାତ୍ର : ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ

ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ
୧) ଗଣେଶ ରାମ ସିଂ ଖୁଣ୍ଟିଆ : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା
୨) ସୂର୍ଯ୍ୟବଂଶୀ ସୁରଜ : ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
୩) ପ୍ରଦୀପ ବଳସମାନ୍ତ : ସମବାୟ, ହସ୍ତତନ୍ତ୍ର,ବୟନଶିଳ୍ପ ଓ ହସ୍ତଶିଳ୍ପ
୪) ଗୋକୁଳାନନ୍ଦ ମଲ୍ଲିକ : ମସ୍ଚ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ
୫) ପୃଥ୍ୱୀରାଜ ହରିଚନ୍ଦନ : ଆଇନ, ପୁତ୍ତ ଓ ଅବକାରୀ
୬) ସମ୍ପଦ ସ୍ୱାଇଁ : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
(ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡିଛି )

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on