.
Monday, December 23, 2024
Homeରାଜ୍ୟବିଜେପିର ୧୧୨ ବିଧାନସଭା ପାର୍ଥୀ ତାଲିକା ଘୋଷଣା

ବିଜେପିର ୧୧୨ ବିଧାନସଭା ପାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର:୦୨/୦୪ (ଏସ.ଏନ.ଏସ.) ଆଜି ୧୧୨ଆସନରେ ପାର୍ଥୀ ଘୋଷଣା କଲା ବିଜେପି । ବଳକା ୩୫ ଆସନରେ ବିଜେପି ଘୋଷଣା କରି ନାହିଁ ।

କିଏ କେଉଁଠାରୁ ଲଢ଼ିବେ ଆସନ୍ତୁ ଜାଣିବା ।

ପଦ୍ମପୁର – ଗୋବର୍ଦ୍ଧନ ଭୁଏ

ବିଜେପୁର – ସନତ ଗଡତିଆ

ବରଗଡ଼ – ଅଶ୍ଵିନ ଷଡ଼ଙ୍ଗୀ

ଅତାବିରା -ନିହାର ମହାନନ୍ଦ

ବ୍ରଜରାଜନଗର – ସୁରେଶ ପୂଜାରୀ

ଭଟିଲ – ଇରାଶୀଷ ଆଚାର୍ଯ୍ୟ

ଝାରସୁଗୁଡା – ଟଙ୍କଧର ତ୍ରିପାଠୀ

ତଳସରା – ଭବାନୀ ଶଙ୍କର ଭୋଇ

ସୁନ୍ଦରଗଡ଼ -କୁସୁମ ଟେଟେ

ବୀରମିତ୍ରପୁର – ଶଙ୍କର ଓରାମ

ରଘୁନାଥପାଲି – ଦୁର୍ଗା ଚରଣ ତନ୍ତୀ

ରାଜଗାଙ୍ଗପୁର – ନରସିଂହ ମିଞ୍ଜ

ବଣାଇ – ସେବତୀ ନାୟକ

କୁଚିଣ୍ଡା – ରବି ନାରାୟଣ ନାୟକ

ରେଙ୍ଗାଳି – ନାଉରୀ ନାୟକ

ସମ୍ବଲପୁର – ଜୟନାରାୟଣ ମିଶ୍ର

ରେଢ଼ାଖୋଲ – ଦେବେନ୍ଦ୍ର ମହାପାତ୍ର

ଦେବଗଡ – ସୁବାସ ପାଣିଗ୍ରାହୀ

ଆନନ୍ଦପୁର – ଆଲୋକ କୁମାର ସେଠୀ

କେନ୍ଦୁଝର – ମୋହନ ଚରଣ ମାଝୀ

ଯଶୀପୁର – ଗଣେଶରାମ ସିଂ ଖୁଣ୍ଟିଆ

ଉଦଳା – ଭାସ୍କର ମଢେଇ

ବଡ଼ସାହି – ସନାତନ ବିଜୁଳି

ବାରିପଦା – ପ୍ରକାଶ ସୋରେନ

ମୋରଡା – କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ୱର – ବ୍ରଜ ପ୍ରଧାନ


ବାଲେଶ୍ୱର – ମାନସ କୁମାର ଦତ୍ତ


ରେମୁଣା – ଗୋବିନ୍ଦ ଚନ୍ଦ୍ର ଦାସ


ସୋର – ରାଜେନ୍ଦ୍ର ଦାସ
ସିମୁଳିଆ – ପଦ୍ମଲୋଚନ ପଣ୍ଡା
ଭଦ୍ରକ – ସୀତାଂଶୁ ଶେଖର ମହାପାତ୍ର
ଧାମନଗର – ସୂର୍ଯ୍ୟବଂଶୀ ସୁରଜ
ଚାନ୍ଦବାଲି – ମନମୋହନ ସାମଲ
ବିଂଝାରପୁର – ବବିତା ମଲ୍ଲିକ
ବଡ଼ଚଣା – ଅମର ନାୟକ
ଧର୍ମଶାଳା – ସ୍ମୃତିରେଖା ପହୀ

ଯାଜପୁର – ଗୌତମ ରାୟ
କୋରାଇ – ଆକାଶଦାସ ନାୟକ
ସୁକିନ୍ଦା – ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ – କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର – ଶତ୍ରୁଘନ ଜେନା
ପରଜଙ୍ଗ – ବିଭୁତିଭୂଷଣ ପ୍ରଧାନ
ପାଲହଡା – ଅଶୋକ ମହାନ୍ତି
ତାଳଚେର – କାଳନ୍ଦିଚରଣ ସାମଲ
ଅନୁଗୁଳ – ପ୍ରତାପ ଚନ୍ଦ୍ର ପ୍ରଧାନ
ଛେଣ୍ଡିପଦା – ଅଗସ୍ତି ବେହେରା
ଆଠମଲ୍ଲିକ – ସଂଜୀବ ସାହୁ
ବିରାମହରାଜପୁର – ରଘୁନାଥ ଜଗଦଳ
ସୋନପୁର – ପ୍ରମୋଦ ମହାପାତ୍ର
ଲୋଇସିଂହା – ମୁକେଶ ମହାଲିଙ୍ଗ

ପାଟଣାଗଡ଼ – କେ.ଭି.ସିଂହଦେଓ
ବଲାଙ୍ଗୀର – ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼ – ନବୀନ ଜୈନ
କଣ୍ଟାବାଞ୍ଝି – ଲକ୍ଷ୍ମଣ ବାଗ
ନୂଆପଡା – ଅଭିନନ୍ଦନ ପଣ୍ଡା
ଖରିଆର – ହିତେଶ ବଗର୍ତ୍ତୀ
ଉମରକୋଟ -ନିତ୍ୟାନନ୍ଦ ଗଣ୍ଡ
ନବରଙ୍ଗପୁର – ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ – ରମେଶ ମାଝୀ
ଜୁନାଗଡ – ମନୋଜ କୁମାର ମେହେର
ଧର୍ମଗଡ – ସୁଧୀର ପଟ୍ଟଯୋଶୀ
ଭବାନୀପାଟଣା – ପ୍ରଦୀପ୍ତ ନାୟକ

ନର୍ଲା – ଅନିରୁଦ୍ଧ ପ୍ରଧାନ
ବାଲିଗୁଡା -କଳ୍ପନା କୁମାରୀ କହଁର
ଜି ଉଦୟଗିରି – ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ – ଉମାଚରଣ ମଲ୍ଲିକ
କଣ୍ଟାମାଳ – କହ୍ନେଇ ଚରଣ ଡାଙ୍ଗ
ବୌଦ୍ଧ – ସରୋଜ ପ୍ରଧାନ
ବଡମ୍ବା – ସମ୍ବିତ ତ୍ରିପାଠୀ
ବାଙ୍କୀ – ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ – ଅଭୟ କୁମାର ବାରିକ
ଚୌଦ୍ୱାର କଟକ – ନୟନ କିଶୋର ମହାନ୍ତି
ନିଆଳି – ଛବି ମଲ୍ଲିକ

କଟକ ସଦର – ପ୍ରକାଶ ଚନ୍ଦ୍ର ସେଠୀ
ମାହାଙ୍ଗା – ସୁମନ୍ତ କୁମାର ଘଡେଇ
ପାଟକୁରା – ତେଜେଶ୍ୱର ପରିଡା
ଆଳି – କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା – ଦୁର୍ଗାପ୍ରସନ୍ନ ନାୟକ
ପାରାଦୀପ – ସମ୍ପଦ କୁମାର ସ୍ୱାଇଁ
ତିର୍ତ୍ତୋଲ – ରାଜକିଶୋର ବେହେରା
ନିମାପଡା -ପ୍ରଭାତୀ ପରିଡା
ପୁରୀ – ଜୟନ୍ତ କୁମାର ଷଡ଼ଙ୍ଗୀ
ବ୍ରହ୍ମଗିରି – ଉପାସନା ମହାପାତ୍ର
ସତ୍ୟବାଦୀ – ଓମ ପ୍ରକାଶ ମିଶ୍ର

ପିପିଲି – ଆଶ୍ରିତ ପଟ୍ଟନାୟକ
ଜୟଦେବ – ଅରବିନ୍ଦ ଢ଼ାଲି
ଭୁବନେଶ୍ୱର ମଧ୍ୟ – ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର – ପ୍ରିୟଦର୍ଶୀ ମିଶ୍ର
ଭୁନନେଶ୍ୱର ଏକାମ୍ର – ବାବୁ ସିଂ
ଜଟଣୀ – ବିଶ୍ୱରଂଜନ ବଡ଼ଜେନା
ଚିଲିକା – ପୃଥ୍ୱୀରାଜ ହରିଚନ୍ଦନ
ରଣପୁର – ତାପସ ରଞ୍ଜନ ମାର୍ଥା
ଖଣ୍ଡପଡ଼ା – ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା – ରାଘବ ମଲ୍ଲିକ
ନୟାଗଡ – ପ୍ରତ୍ୟୁଷା ରାଜେଶ୍ୱରୀ ସିଂ
ଭଞ୍ଜନଗର – ପ୍ରଦ୍ୟୁମ୍ନ ନାୟକ

ପୋଲସରା – ଗୋକୁଳଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର – ପ୍ରତାପ ଚନ୍ଦ୍ର ନାୟକ
ଖଲ୍ଲିକୋଟ – ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର – କୃଷ୍ଣଚନ୍ଦ୍ର ନାୟକ
ଆସ୍କା – ସରୋଜ କୁମାର ପାଢ଼ୀ
ସୋରଡ଼ା – ନୀଳମଣି ବିଷୋୟୀ
ହିଞ୍ଜିଳି – ଶିଶିର ମିଶ୍ର
ଗୋପାଳପୁର – ବିଭୁତି ଭୂଷଣ ଜେନା
ବ୍ରହ୍ମପୁର – କେ.ଅନୀଲ କୁମାର
ଦିଗପହଣ୍ଡି – ସିଦ୍ଧ।ନ୍ତ ମହାପାତ୍ର
ଚିକିଟି – ମନୋରଞ୍ଜନ ଦ୍ୟ।ନସାମନ୍ତରାୟ
ପାରଳାଖେମୁଣ୍ଡି – କେ ନାରାୟଣ ରାଓ
ଗୁଣୁପୁର – ତ୍ରିନାଥ ଗମାଙ୍ଗ
କୋରାପୁଟ – ରଘୁରାମ ମାଛ
ପଟ୍ଟାଙ୍ଗି – ଚୈତନ୍ୟ ହନ୍ତାଳ
ମାଲକାନଗିରି – ନରସିଂହ ମାଡ଼କାମୀ

BJP released 1st list of candidates
RELATED ARTICLES

2 COMMENTS

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on