ବାଙ୍ଗିରିପୋଷି :-୨୪/୦୧ (ଏସ.ଏନ.ଏସ.) ଆଜି ଏକ ଅଭାବନୀୟ ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବାବେଳ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦ୍ବାରାଶୁଣି ଘାଟି ନିକଟରେ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟି ଟ୍ରକର ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଟ୍ରକଟି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛି । ଏହା ସମସ୍ତ ଯାତ୍ରା ପାର୍ଟି , କଳାକାର, ଯାତ୍ରାପ୍ରେମୀ ତଥା ଅଗଣିତ ଦର୍ଶକମାନଙ୍କୁ ବହୁତ ଆଘାତ ଦେଇଛି ।



