ମ୍ୟାଜିକ ନମ୍ବର ପଛରେ ଥାଇ ବି କଂଗ୍ରେସ ଗଢ଼ିବ ସରକାର , ଆସନ୍ତୁ ଜାଣିବା କିପରି

ସଂଭବ ନିୟୁଜ ଓଡିଶା 8.30 p.m. – 4.June 2024 : 2024 ଲୋକସଭା ନିର୍ବାଚନରେ ଅଦ୍ଭୁତ ପରିବର୍ତ୍ତନର ଧାରା ସମସ୍ତଙ୍କୁ ଚକିତ କରିଛି । ଅବ କି ବାର 400 ପାର ସ୍ଲୋଗାନ, ସ୍ଲୋଗାନରେ ରହିଯାଇଛି । ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ଅସଫଳ ହୋଇଥିବାବେଳେ ଏନ.ଡି.ଏ. 290 ପାର କରିବାରେ ସଫଳ ହୋଇଛି । ଟ୍ରେଣ୍ଡ ଅନୁଯାଇ , ଇଣ୍ଡିଆ ମେଣ୍ଟ 230ଟି ଆସନରେ ଅଟକି ରହିଛି, ଯଦିଓ ଏହା ବହୁମତ ଠାରୁ … Continue reading ମ୍ୟାଜିକ ନମ୍ବର ପଛରେ ଥାଇ ବି କଂଗ୍ରେସ ଗଢ଼ିବ ସରକାର , ଆସନ୍ତୁ ଜାଣିବା କିପରି