.
Friday, March 6, 2026
Homeଜିଲ୍ଲା ସମ୍ବାଦମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପୋଷାକ ବଣ୍ଟନ

ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପୋଷାକ ବଣ୍ଟନ

ଅସ୍ତରଙ୍ଗ-୧୧/୧୦ ଗତକାଲି ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଲବଣ ସତ୍ୟାଗ୍ରହୀ ସ୍ବାମୀଜୀ ପୂର୍ଣ୍ଣାନନ୍ଦ ବିଦ୍ୟାପିଠ ,କୁହୁଡି ରେ ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ନବମ ଓ ଦଶମ ଶ୍ରେଣୀର ମୋଟ ୯୨ଜଣ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି।ପ୍ରଧାନ ଶିକ୍ଷକ ତରୁଣ କୁମାର ନାୟକ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ସନାତନ ପରିଡା,ଅମୀୟ କୁମାର ମିଶ୍ର, କବିସୂର୍ଯ୍ୟ ମଲ୍ଲ, କବିତା ନାୟକ ଓ ଗିରିଜା ନନ୍ଦିନୀ ତ୍ରିପାଠୀ ପ୍ରମୁଖ ଶିକ୍ଷାର୍ଥୀ ମାନଙ୍କୁ ଶୃଙ୍ଖଳାର ସହ ପୋଷାକ ବଣ୍ଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପୋଷାକ ବଣ୍ଟନ
RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on