Sambhava News: 09.05.2025 (ଏସ.ଏନ. ଏସ.) ଚାରିଛକ ଅର୍ଣ୍ଣ ପୂର୍ଣା ସରକାରୀ ଉଚ୍ଚ ବିଦ୍ୟାଳୟର ଚଳିତ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡେରେ ୫୬୧ ନମ୍ବର ରଖି ଥିବା ବିଷ୍ଣୁସୁଧା ସ୍ୱାଇଁ ବିଦ୍ୟାଳୟକୁ ଗୌରବାନିତା କରିଛନ୍ତି ।ଏତବ୍ୟତୀତ ବିଦ୍ୟାଳୟ ର ଲଗାତର ୩ ବର୍ଷ ଧରି ସତପ୍ରତିଶତ ଫଳାଫଳ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ମେଧା ଛାତ୍ର ଙ୍କୁ ପୁରସ୍କାର କରିବା ପାଇଁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମନସ୍ୱିନ ଲେଙ୍କା ଙ୍କ ସଭାପତିତ୍ୱ ରେ ଏକ ମେଧା ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ,ମୁଖ୍ୟ ବକ୍ତା କାକଟପୁର ମଙ୍ଗଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ମିତ୍ର ,ସମ୍ନାନିତ ଅତିଥି ଭାବେ ଗୋପ ମହା ବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ବାନରସେନା ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଜ୍ଜ୍ଵଭର ମୁଦୁଲି ,ସ୍ଥାନୀୟ ଭୋଦର ପଞ୍ଚାୟତ ସରପଞ୍ଚ ଚାରୁଲତା ବେହେରା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ କର ଯୋଗଦେଇଥିଲେ । ଏତଦ ବ୍ୟତୀତ ଏସ ଏମ ଡି ସି ର ସଭ୍ୟ ରାମଚନ୍ଦ୍ର ଜେନା ବୈରାଗୀ ସାହୁ ,ପୁର୍ଣଚନ୍ଦ୍ର ଓଝା ,ଏବଂ ଅନେଜ ଅଭିଭାବକ ଓ ଅଭିଭାବିକା ଉପସ୍ଥିତ ଥିଲେ । ସମସ୍ତ ଅତିଥି ବିଷ୍ଣୁସୁଧା ସ୍ୱାଇଁକୁ ସଫଳତା ପାଇଁ ଭୁରିୟସୀ ପ୍ରଂସଶା କରିଥିଲେ । ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରୀ ୧ ହଜାର ଟଙ୍କା ପୁଷ୍ପଗୁଚ୍ଛ ଉତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ ।ସ୍ତାନୀୟ ସରପଞ୍ଚ ଚାରୁଲତା ବେହେରା ୫ଶହ ଟଙ୍କା ଓ ଉତରୀୟ ଦେଇଥିବା ବେଳେ ବାନରସେନା ସମ୍ପାଦକ ତଥା ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ ଉତରୀୟ ଓ ମୋମେଣ୍ଟସ ଦେଇଥିଲେ ।ଏହି ଉତ୍ସଵ ରେ ବିଦ୍ୟାଳୟ ର ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ,ବାବାଜୀ ଚରଣ ସେନାପତି , ଆଦ୍ୟାଶ୍ୟା ପ୍ରିୟଦର୍ଶୀନି , କୃଷ୍ନା ମହାପାତ୍ର ,ରାନୀ ବସ୍ତିୟା ,ବିଭୁ ପ୍ରଶନ୍ନ ଦାସ , ମାନସ ରଞ୍ଜନ ନାୟକ ,ଓ ଶିଵବ୍ରତ ମଲ୍ଲ ସହିତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ବିଷ୍ଣୁ ସୁଧା ସ୍ୱାଇଁ ଙ୍କ ପିତା ଶ୍ରୀକାନ୍ତ ସ୍ୱାଇଁ ଓ ମାତା ବୈଦେହି ସ୍ୱାଇଁ ,ଙ୍କୁ ଧନ୍ୟବାଦ ଦିଆଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ର ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଆଜିର ବଡ ଖବର
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
