Bhubaneswar: 14/07/2025 / 5.00 P.M. :ଆଜି ଶହୀଦ ନଗର ଭୂବନେଶ୍ଵର ଜୀହୁଵା ଗୃପ୍ ପ୍ଲଟ୍ ନମ୍ଵର ୪୬୦ ଠାରେ ଉତ୍କଳ କଳାକାର ଏକାଡେମୀ ରାଜ୍ଯ କମିଟି ବୈଠକ ପ୍ରସ୍ତୁତ ହୋଇଥିଲା । ଏହି ବୈଠକ ରେ ନୃସିଂହ ନାଥ ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଉତ୍କଳ କଳାକାର ଏକାଡେମୀ ର ମୂଖ୍ଯ ଉଦ୍ଦେଶ୍ଯ ହେଲା ଓଡିଶା ର ପ୍ରତିବର୍ଗ ର କଳାକାର ମାନଙ୍କ ସୁରକ୍ଷା, କଳା ସଂସ୍କୃତି ର ଵିକାଶ ଓ କୋଣ ଅନୁକୋଣ ରେ ଥିବା କଳାକାର ମାନଙ୍କୁ ଆଗକୁ ଆଣିବା ଓ ସେମାନଙ୍କ ସୁଵିଧା ଅସୁଵିଧା ବୁଝିବା ତତ୍ ସହିତ ଉତ୍କଳ କଳାକାର ଏକାଡେମୀ କେମିତି ସେମାନଙ୍କ ନିକଟରେ ପହଞ୍ଚିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।ଏହି ଵୈଠକ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ସଙ୍ଗଠନ କୁ ଦୃଢ ଭାଵରେ ମଜବୁତ କରାଗଲା। ଏଥିରେ ଚେୟାରମାନ ଶ୍ରୀଯୁକ୍ତ ଶଶଧର ପଣ୍ଡା, ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କୈଳାସ ନାୟକ, ମୂଖ୍ଯ ଉପଦେଷ୍ଟା ଭାବେ ଚଳଚିତ୍ର ଜଗତ ର ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଭୂପତି ତ୍ରିପାଠୀ, ଓ ଏ ଏସ ଶ୍ରୀଯୁକ୍ତ ଵିନୋଦ କୁମାର ପଣ୍ଡା ଏବଂ ଉପଦେଷ୍ଟା ମଣ୍ଡଳୀ ରେ ଯାତ୍ରା ଜଗତ ର ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଵ୍ରଜ ଵିହାରୀ ନାୟକ, ଶ୍ରୀଯୁକ୍ତ ଅଶୋକ ରାଉତ, ଶ୍ରୀଯୁକ୍ତ ଵାସୁଦେଵ ମହାନ୍ତି, ଶ୍ରୀମତି ଇନ୍ଦିରା ପଣ୍ଡା ଓ ଶ୍ରୀଯୁକ୍ତ ମନୋଜ କୁମାର ନନ୍ଦ, ଚିଫ୍ ଅପରେଟର ଅଫିସର ଶ୍ରୀଯୁକ୍ତ ପ୍ରମୋଦ କୁମାର ଵେହେରା ଓ ସଭାପତି ଶ୍ରୀଯୁକ୍ତ ନୃସିଂହ ନାଥ ନନ୍ଦ ଓ କାର୍ଯ୍ୟ କାରୀ ସଭାପତି ଶ୍ରୀଯୁକ୍ତ ହରିହର ସ୍ୱାଇ, ଭାଇସ ଚେୟାରମାନ କେ ତମନ୍ନା, ଡ଼.ରୋଜାଲିନ ସେନାପତି, ଭାଇସ ଚେୟାରମାନ ଶ୍ରୀଯୁକ୍ତ ଅତିଶ କୁମାର ରାଉତ, ଭାଇସ ପ୍ରେସିଡେଣ୍ଟ ମେଗା ଧାରାବାହିକ ଅଭିନେତା ଶ୍ରୀଯୁକ୍ତ ଅଭିନଵ ସି, ଭାରତ ସୁନ୍ଦରୀ ମୋନାଲିସା ଦେବତା, ଶାରଦା ଚରଣ ମହାନ୍ତି, ଆଡିସନାଲ ସେକ୍ରେଟାରୀ ପ୍ରଜ୍ଞା ପରମିତା ଦାଶ, ଯୁଗ୍ମ ସମ୍ପାଦିକା ଲିପିକା ମହାନ୍ତି, ଡେପୁଟି ସେକ୍ରେଟାରୀ ଯାତ୍ରା ଅଭିନେତ୍ରୀ ଝୁନା ରାଣୀ ଦାଶ, ରାଜ୍ଯ ଆବାହିକା ଶ୍ରୀମତି ନିବେଦିତା ସି, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଵିକାଶ ଚନ୍ଦ୍ର ମଲ୍ଲିକ, ସହଯୋଗୀ ଆବାହକ ଶ୍ରୀଯୁକ୍ତ ଶ୍ରୀନିଵାସ ସେନାପତି, ମିଡିଆ ସେକ୍ରେଟାରୀ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ,ଡାଇରେକ୍ଟର ଵିଚିତ୍ର ନନ୍ଦ ସ୍ୱାଇ, ଅରଗାନାଇଜିଂ ସେକ୍ରେଟାରୀ ଚଳଚିତ୍ର ନିର୍ଦେଶକ ଶ୍ରୀଯୁକ୍ତ ରଞନ ମିଶ୍ର, କଲଚୁରାଲ ସେକ୍ରେଟାରୀ ଅଧ୍ୟାପିକା ଶ୍ରୀମତି ରେଖା ପ୍ରହରାଜ ଓ ଅଡିଟର ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଙ୍କୁ ଚୟନ କରାଗଲା ଏବଂ ସର୍ବ ଶେଷରେ ଉତ୍କଳ କଳାକାର ଏକାଡେମୀ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କୈଳାସ ନାୟକ ଙ୍କ ଧନ୍ଯବାଦ ଅର୍ପଣ ରେ ବୈଠକ ର ପରିସମାପ୍ତି ହେଲା ।
ଭୂବନେଶ୍ଵର ଠାରେ ଉତ୍କଳ କଳାକାର ଏକାଡେମୀ ରାଜ୍ଯ କମିଟି ବୈଠକ ଅନୁଷ୍ଠିତ
RELATED ARTICLES
Recent Comments
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଆଜିର ବଡ ଖବର
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
