.
Monday, December 23, 2024
Homeରାଜ୍ୟଫସଲ ଋଣ ଚାଷୀଙ୍କୁ ସୁଧ ଛାଡ଼

ଫସଲ ଋଣ ଚାଷୀଙ୍କୁ ସୁଧ ଛାଡ଼

ଭୁବନେଶ୍ୱର ,୨୧/୭/ସଂଭବ ନିୟୁଜ : ମୁଗ , ବିରି , ହରଡ଼ , ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ଭଳି ଅଣଧାନ କୃଷିଜାତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ନିମନ୍ତେ ଆର୍ଥିକ ବର୍ଷ ୨୦୨୩-୨୪ ରୁ ୨୦୨୭-୨୮ (୫ ବର୍ଷ ) ପର୍ଯ୍ୟନ୍ତ ୫୦୦ କୋଟି ସହାୟତ ଅନୁମୋଦନ କରିଛନ୍ତି ୆ ଅନ୍ୟପକ୍ଷରେ ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି ଎ ୫% ସୁଧାରେ ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ଫସଲ ଋଣ ନେଉଥିବା ଚାଷୀ ଋଣ ଉପରେ ସୁଧ ଛାଡ଼ ୆

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on