.
Thursday, March 5, 2026
Homeଭାଇରାଲ୍ ଖବରଯାତ୍ରା ଖବରଉତ୍କଳ କଳାକାର ଏକାଡେମୀ ରାଜ୍ୟ କମିଟିର ବୈଠକ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ

ଉତ୍କଳ କଳାକାର ଏକାଡେମୀ ରାଜ୍ୟ କମିଟିର ବୈଠକ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ

Sambhava News: 11.05.2025: ଭୁବନେଶ୍ୱର: ଉତ୍କଳ କଳାକାର ଏକାଡେମୀ ରାଜ୍ଯ କମିଟିର ବୈଠକ ଆଜି ଜୀହୁଵା ଗୃପ୍ ପ୍ଲଟ୍ ନମ୍ଵର ୪୬୦ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯାତ୍ରା ଜଗତ ର ସୁପରିଚିତ ଲେଖକ ,ନିର୍ଦେଶକ ଶ୍ରୀଯୁକ୍ତ ହର ଵାରିକ, ଯାତ୍ରା ଜଗତର ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଅଶୋକ ରାଉତ, ଚଳଚିତ୍ର ଜଗତର ସୁପରିଚିତ ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଶଙ୍କର ବସୁ ମଲ୍ଲିକ, ପ୍ରଫେସର ଶ୍ରୀଯୁକ୍ତ ଅଟଳ ଵିହାରୀ ନାୟକ, ଚଳଚିତ୍ର ନିର୍ଦେଶକ ଶ୍ରୀଯୁକ୍ତ ରଞନ ମିଶ୍ର, ଚଳଚିତ୍ର ପ୍ରଯୋଜକ ଶ୍ରୀଯୁକ୍ତ ଅତୀଶ କୁମାର ରାଉତ,ଯାତ୍ରା ଜଗତର ସୁପରିଚିତ ନାୟିକା ଶ୍ରୀମତି ଝୁନା ରାଣୀ ଦାଶ, ସୁଜାତା ମିଶ୍ର, ନୃସିଂହ ନାଥ ନନ୍ଦ, ଶାରଦା ପ୍ରସନ୍ନ ଦାସ,କୁସୁମ ମଞରୀ ଦାସ, ବିକାଶ ମଲ୍ଲିକ, ଅଳକା ନନ୍ଦା ମହାପାତ୍ର, ଇନ୍ଦିରା ପଣ୍ଡା, ଶିବାନୀ ନାୟକ, ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କୈଳାସ ନାୟକ, ଭବାନୀ ବାରିକ ଶିବାନୀ ନାୟକ, ନିର୍ଲିପ୍ତା ରାଉତ ଓ କିଛି ପ୍ରତିଷ୍ଠିତ ଵ୍ୟକ୍ତି ବିଶେଷ ମାନେ ସାମିଲ ଥିଲେ । ଓଡିଶାର ପ୍ରତିବର୍ଗର କଳାକାର ମାନଙ୍କ ସୁରକ୍ଷା ଓ ପ୍ରତିବର୍ଗର କଳାକାର ସସ୍କୃତି ର ବିକାଶ ନିମନ୍ତେ ଆଲୋଚନା କରାଯାଇଥିଲା । ସର୍ବ ଶେଷରେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କୈଳାସ ନାୟକ ଓ ଆବାହିକା କୁସୁମ ମଞରୀ ଦାସଙ୍କ ଧନ୍ଯବାଦ ଅର୍ପଣରେ ବୈଠକର ପରିସମାପ୍ତି ହେଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on