କାକଟପୁର /ଅସ୍ତରଙ୍ଗ :-୨୨/୦୭:-ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ବର୍ଷ ଧରି ହୋଇ ଆସୁଥିବା ଦାବୀ ପୂରଣ ପୂର୍ବକ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ରେ ସିଭିଲ ଜେଏମଏଫସି କୋର୍ଟର ଶୁଭାରମ୍ଭ ହୋଇଛି। ଅସ୍ତରଙ୍ଗ ତହସିଲ ନିକଟରେ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ସହ ମରାମତି ହୋଇଛି ଅସ୍ଥାୟୀ ଜେଏମଏଫସି କୋର୍ଟ।ସେହିପରି କାକଟପୁର ବ୍ଲକ ନିକଟରେ ନିର୍ମିତ ହୋଇଛି ଜେଏମଏଫସି କୋର୍ଟ।ହାଇକୋର୍ଟର ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏହାକୁ ଭିଡିଓ କନଫରେନ୍ସ ଦ୍ୱାରା ଉଦଘାଟନ କରିଥିଲେ।ମଙ୍ଗଳବାର ସକାଳ ୯ଘ ୪୫ମିନିଟରେ ଅନୁଷ୍ଠିତ ଏହି ଉଦଘାଟନୀ ପର୍ବରେ ଅସ୍ତରଙ୍ଗ କୋର୍ଟ ପରିସରରେ ନିମାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ ସୋମ୍ୟକ ପାତ୍ର, ରେଜିଷ୍ଟର,ଅସ୍ତରଙ୍ଗ ଜେଏମ୍ଏଫସି କୋର୍ଟର ବିଚାରପତି ସୁଧାବାଇ ଅଗ୍ରୱାଲ, ଏଡ଼ିଏମ୍ ନୀଳ ମାଧବ ଭୋଇ, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି, ଅତିରିକ୍ତ ଏସ୍ପି ସଚିନ ପଟେଲ, ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା, ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ,କାକଟପୁର କୋର୍ଟ ପରିସରରେ ପୁରୀ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଚିନ୍ମୟୀ ମିଶ୍ର, କାକଟପୁର ଜେଏମଏଫସି କୋର୍ଟର ବିଚାରପତି ଶ୍ରୀଚନ୍ଦନ ଦାଶ, କୋର୍ଟ ମ୍ୟାନେଜର ମଳୟ ଗିରି, ଏଡ଼ିଏମ୍ ଶରତ ମହାପାତ୍ର, କାକଟପୁର ତହସିଲଦାର ଅଙ୍କିତା ଅନିନ୍ଦିତା, ବିଡ଼ିଓ ବିଷ୍ଣୁ ଗୋବିନ୍ଦ ଙ୍କ ସମେତ ଅସ୍ତରଙ୍ଗ ରେ ଓକିଲ ଉମାକାନ୍ତ ମିଶ୍ର, ଦିବ୍ୟଦର୍ଶୀ ବିଶ୍ୱାଳ, ଦିଲ୍ଲୀପ ବେହେରା, ଦିଲ୍ଲୀପ ବାରିକି, ସତ୍ୟ ନାରାୟଣ ପଣ୍ଡା, ସଦାଶିବ ପ୍ରଧାନ ପ୍ରମୁଖ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ଅବକାରୀ ବିଭାଗ ଅନୁଯାୟୀ ଚୋରା ମଦ ବିକ୍ରି ମକଦ୍ଧମାରେ ୨ଜଣ ଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।ସେହିପରି ଅସ୍ତରଙ୍ଗ କୋର୍ଟ ରେ ସହନ ଗ୍ରାମର ଟୁନିଲତା ମହାନ୍ତି ଙ୍କ ଅଭିଯୋଗ କ୍ରମେ ମାଡ଼ପିଟ ଘଟଣା ରେ ଅସ୍ତରଙ୍ଗ ଥାନା କେଶ ନମ୍ବର ୧୪୪/୨୫ ମାମଲା ରେ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଦଫା ୧୧୫(୨), ୧୧୭(୨), ୧୨୬(୨), ୨୯୬, ୩(୫), ୩୫୧(୨), ୭୪ ଅସ୍ତରଙ୍ଗ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଭିଯୁକ୍ତ କାଳନ୍ଦୀ ମହାନ୍ତିଙ୍କର ଜାମିନ କୁ ଖାରଜ କରି ବିଚାର ବିଭାଗୀୟ ହାଜତ ନିମାପଡାକୁ ପଠାଇଥିଲେ।
କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳବାସୀ ଙ୍କ ଅନେକ ଦିନରୁ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହୋଇଥିବାରୁ ସମସ୍ତ ଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକେ ନିକଟରେ ଆଇନି ସେବା ପାଇପାରିବେ। ପୂର୍ବରୁ ସେମାନଙ୍କୁ ବିଭିନ୍ନ ମକଦ୍ଧମା ପାଇଁ ନିମାପଡା ଯିବାକୁ ପଡୁଥିଲା। ଯେଉଁଥି ପାଇଁ ସାଧାରଣ ଲୋକେ ବହୁ ଖର୍ଚ୍ଚାନ୍ତ ହେଉଥିଲେ। ଏଣିକି ଆଇନି ସେବା ନିକଟରେ ପାଇପାରିବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଷ୍ଟେନୋ, ପେସକାର, କିରାଣୀ, କନିଷ୍ଠ କିରାଣୀ, ପ୍ରୋସେସର, ଜୁନିୟର ଟାଇପିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ।
ଅସ୍ତରଙ୍ଗ ଓ କାକଟପୁର ରେ ଜେଏମ୍ଏଫସି କୋର୍ଟର ଶୁଭାରମ୍ଭ । ଭିସିରେ ଉଦଘାଟନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
RELATED ARTICLES
Recent Comments
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ମାଟ୍ରିକରେ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର , କାଲି ଠାରୁ ଆରମ୍ଭ ହେବ +2 ନାମଲେଖା ପ୍ରକ୍ରିୟା
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଆଜିର ବଡ ଖବର
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
on ଖବର ହେଡଲାଇନସ
