.
Tuesday, December 24, 2024
Homeନିର୍ବାଚନଲୋକସଭା ନିର୍ବାଚନ ଫଳାଫଳ ଗଣତନ୍ତ୍ର ତଥା ଜନତାଙ୍କର ବିଜୟ - କଂଗ୍ରେସ ଅଧ୍ୟକ୍ଷ

ଲୋକସଭା ନିର୍ବାଚନ ଫଳାଫଳ ଗଣତନ୍ତ୍ର ତଥା ଜନତାଙ୍କର ବିଜୟ – କଂଗ୍ରେସ ଅଧ୍ୟକ୍ଷ

ସଂଭବ ନିୟୁଜ ଓଡିଶା 12.07 a.m. – 5.June 2024 :କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଲୋକସଭା ନିର୍ବାଚନ ଫଳାଫଳକୁ ଜନତା ଓ ଗଣତନ୍ତ୍ରର ବିଜୟ ବୋଲି ଗଣମାଧ୍ୟମକୁ ସମ୍ବୋଧିତ କରି କହଛନ୍ତି । ଜନାଦେଶ ଏନ.ଡି.ଏ. ବିପକ୍ଷରେ ଯାଇଛିବୋଲି କହିଛନ୍ତି । ଏହି ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ସେମାନେ ଜନାଦେଶକୁ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ।

ଦଳର ବରିଷ୍ଠ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କହିଛନ୍ତି, ଏହି ନିର୍ବାଚନ କେବଳ ଗୋଟିଏ ରାଜନୈତିକ ଦଳ ବିରୋଧରେ ନୁହେଁ ବରଂ ଏକ ବ୍ୟବସ୍ଥା ବିରୋଧରେ । ସରକାରଙ୍କ ସମସ୍ତ ବିଧି ବ୍ୟବସ୍ଥା ତଥା ଅନୁଷ୍ଠାନକୁ ବିଜେପି ଦଖଲ କରି ରଖିଛି । ଏହି ନିର୍ବାଚନ ସମ୍ବିଧାନକୁ ବଞ୍ଚାଇବା ପାଇଁ ବୋଲି କହିଛନ୍ତି । ଏହି କଥା କହୁଥିଲା ବେଳେ ସେ ନୋଟବୁକ ମିଡ଼ିଆ ବନ୍ଧୁମାନଙ୍କୁ ଦେଖାଉଥିଲେ ।

RELATED ARTICLES

10 COMMENTS

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on