.
Tuesday, December 24, 2024
Homeଜାତୀୟଖବର ସକାଳର ହେଡଲାଇନସ

ଖବର ସକାଳର ହେଡଲାଇନସ

ଭୁବନେଶ୍ୱର :-୦୬/୦୨/୨୪/ରବିବାର (ଏସ.ଏନ.ଏସ.) *ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଗୃହରେ ନିଜ ଅଭିଭାଷଣରେ ପୁରୀ ପରିକ୍ରମା ପ୍ରକଳ୍ପକୁ ପ୍ରଂଶସା କଲେ ରାଜ୍ୟପାଳ ରଘୁବର ଦାସ । *ତିନି ଦିନ ଧରି ଚାଲିଥିବା ଓଡିଆ ଭାଷା ମହାକୁମ୍ଭ ସମାପ୍ତ, ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ। * ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ।* ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବଢିଲା, ଫେବୃଆରୀ ୮ ପର୍ଯ୍ୟନ୍ତ ମିଳିବ ପରିଦର୍ଶନ ସୁଯୋଗ। * ଭୁବନେଶ୍ୱର: ସରକାରଙ୍କ ଉପରେ ଟାଟାର ୭୨.୨୯ କୋଟି ବିଦ୍ୟୁତ୍ ବିଲ୍ ବାକି। * ବୌଦ୍ଧ ଭୈରବୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ, ନେଇଗଲେ ହନୁମାନଙ୍କ ଗଦା। * ୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା:ଫାଇଭ୍ ଟି ଅଧକ୍ଷ। * -ଆକର୍ଷଣୀୟ ପୁରସ୍କାର ରାଶି ଏବଂ ୨୫ କୋଟିର ସ୍କଲାରସିପ୍ , ଛାତ୍ରଛାତ୍ରୀମାନଙ୍କର ପ୍ରବଳ ଆଗ୍ରହ ଯୋଗୁଁ ବଢ଼ିଲା ଆବେଦନ ଅବଧି: ଯୋଗାଯୋଗ କରନ୍ତୁ: 7978083673,9090 040315, https://olympiads.kiit.ac.in * ପେଟିଏମ ଓ ତାହାର ବ୍ୟାଙ୍କ ଶାଖା ବିରୋଧରେ EDର ତଦନ୍ତ ଆରମ୍ଭ। * ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବେ ପରିଚିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ। * ରାଲି, ନିର୍ବାଚନୀ ପ୍ରଚାରରେ ବ୍ୟବହାର ହେବେନି ଛୋଟ ପିଲା । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କ କଡା ନିର୍ଦ୍ଦେଶ । * ନୂଆପଡା:ଲାଞ୍ଚ ନେଇ ଧରା ପଡ଼ିଲେ ରେଭେନ୍ୟୁ ସୁପରଭାଇଜର, ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ। * କୋରାପୁଟ:ଘାଟିରେ ଓଲଟିଲା ସାର ବୋଝେଇ ପିକ୍‌ଅପ୍‌, ୫ ଗୁରୁତର। * ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି ଝାଡ଼ଖଣ୍ଡ ଦେଇ ଓଡ଼ିଶା ପହଞ୍ଚିବ। * ବହୁମତ ପ୍ରମାଣିତ କଲେ ଚମ୍ପାଇ ସୋରେନ, ସରକାରଙ୍କ ସମର୍ଥନରେ ୪୭ ଭୋଟ,ବିପକ୍ଷରେ ପଡିଲା ମାତ୍ର ୨୯ ଭୋଟ। * ୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ; ୨୯୨ରେ ଅଲ୍‌ ଆଉଟ୍ ଇଂଲଣ୍ଡ। * ଆଉ ହେବନି ପ୍ରବେଶିକା ପରୀକ୍ଷାରେ ଅନିୟମିତତା, ଲୋକସଭାରେ ଆଗତ ହେଲା ନୂଆ ବିଲ୍। * ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି,କହିଲେ NDA ୪ଶହ ସିଟ୍ ରେ ଜିତିବ। * ନୂଆ ଦିଲ୍ଲୀ: ପାନ୍- ଆଧାର ସଂଯୋଗରେ ବିଳମ୍ବ,୬୦୦ କୋଟି ଟଙ୍କା ଜରିମାନା ଆଦାୟ। * ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ; ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା। * ଏଣିକି ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l * ଏଣିକି ଆଉ ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରିପାରିବେ ନାହିଁ ରାଜନୈତିକ ଦଳ। ଏହା ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ। * ଭୁବନେଶ୍ୱର AIIMS ରେ ଲାଗିଲା ନୂଆ ମେସିନ୍-HELA, ଏଣିକି ଆହୁରି ସରଳ ହେବ କ୍ୟାନସର ଚିକିତ୍ସା l * ଅଭିନେତ୍ରୀ ଶ୍ରୀଦେବୀ ମୃତ୍ୟୁ ମାମଲାରେ ଭୁବନେଶ୍ୱରର ୟୁଟ୍ୟୁବର ଦୀପ୍ତି ପିନିତୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments

Sarat biswal on